ଶ୍ରୀଲଙ୍କାରେ ଦିନକରେ ୨୬୦୦ ନୂତନ କରୋନା ମାମଲା

  • 11-May-2021
  • 0 Comments


ସୋମବାର ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ୨୬୦୦ରୁ ଅଧିକ ନୂତନ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଶ୍ରୀଲଙ୍କାର ନ୍ୟାସନାଲ ଅପରେସନ୍ ସେଂଟର ଫର୍ ଦି ପ୍ରିଭେନ୍ସନ୍ ଅଫ୍ କୋଭିଡ୍-୧୯ ମୁଖ୍ୟ ଜେନେରାଲ୍ ଶଭେନ୍ଦ୍ର ସିଲଭାଙ୍କ ସୂଚନା ମୁତାବକ ରବିବାର ୨୬୭୨ ଓ ଶନିବାର ୧୮୯୬ କରୋନା ରୋଗୀଙ୍କୁ ନିରୂପଣ କରାଯାଇଥିଲା । କରୋନା କବଳରେ ପଡ଼ିବା ଦିନଠାରୁ ରବିବାର ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ ୨୫୦୦ରୁ ଅଧିକ କରୋନା ରୋଗୀଙ୍କୁ ଚିହ୍ନଟ କରିଛୁ । ପରିସ୍ଥିତିର ମୁକାବିଲା କରିବା ପାଇଁ ଆମେ ୧୦ ହଜାର ଶଯ୍ୟା ପ୍ରସ୍ତୁତ କରାଯାଉଛି ।

Related

News