ଆଇପିଏଲ୍ ପରିଚାଳନା ସଦସ୍ୟ ହେଲେ ପ୍ରଜ୍ଞାନ
- 24-Dec-2020
- 0 Comments
ଓଡ଼ିଆ କ୍ରିକେଟର ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବାମହାତି ସ୍ପିନର ପ୍ରଜ୍ଞାନ ଓଝା ଆଇପିଏଲ୍ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍ସିଲ)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ପ୍ରଜ୍ଞାନ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ)ର ପ୍ରତିନିଧି ଭାବେ ଆଇପିଏଲ୍ ପରିଚାଳନା ପରିଷଦରେ ସାମିଲ ହୋଇଛନ୍ତି। ଗୁରୁବାର ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ୍ ପରିଚାଳନା ପରିଷଦରେ ତା’ର ପ୍ରତିନିଧି ଭାବେ ଆଇସିଏ ୩୪ ବର୍ଷ ବୟସ୍କ ପ୍ରଜ୍ଞାନଙ୍କ ନାମ ଘୋଷଣା କରିଛି।
ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍ (ଆଇସିଏ) ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛି, ଡିସେମ୍ବର ୧୯ରେ ଆଇସିଏର ଏଜିଏମ୍ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦେଶକ ବୋର୍ଡଙ୍କୁ ସଦସ୍ୟମାନେ ଆଇପିଏଲ୍ ପରିଚାଳନା ପରିଷଦରେ ଆଇସିଏରେ ସଦସ୍ୟ ବାଛିବାକୁ କ୍ଷମତା ପ୍ରଦାନ କରିଥିଲେ। ଏଥିପାଇଁ ଏକାଧିକ ପୂର୍ବତନ କ୍ରିକେଟରଙ୍କ ନାମର ବିଚାର କରା ଯାଇଥିଲା। କୌଣସି ପ୍ରାକ୍ତନ କ୍ରିକେଟରଙ୍କର ସ୍ବାର୍ଥଜଡ଼ିତ ସମସ୍ୟା ରହିଛି କି ନାହିଁ; ତାହା ଉପରେ ଅଧିକ ଗୁରୁତ୍ବ ଦିଆ ଯାଇଥିଲା। ଏହାପରେ ପ୍ରଜ୍ଞାନ ଓଝା ଆଇପିଏଲ୍ ପରିଚାଳନା ପରିଷଦରେ ଆଇସିଏର ପ୍ରତିନିଧି ହେବାକୁ ସବୁଠାରୁ ଯୋଗ୍ୟ ବ୍ୟକ୍ତି ଭାବେ ମନୋନୀତ ହୋଇଥିଲେ। ୧ ବର୍ଷ ଲାଗି ପ୍ରଜ୍ଞାନ ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟ ରହିବେ ବୋଲି ଆଇସିଏର ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି।
ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ୱିକେଟ ରକ୍ଷକ ବ୍ୟାଟ୍ସମ୍ୟାନ୍ ସୁରିନ୍ଦର ଖାନ୍ନା ଆଇପିଏଲ୍ ପରିଚାଳନା ପରିଷଦରେ ଆଇସିଏର ପ୍ରତିନିଧି ଥିଲେ। ପ୍ରଜ୍ଞାନ ଓଝାଙ୍କୁ ଛାଡ଼ି ବ୍ରିଜେଶ ପଟେଲ ଓ ଖୈରୁଲ ଜମାଲ ମଜୁମ୍ଦାର ଆଇପିଏଲ୍ ପରିଚାଳନା ପରିଷଦରେ ଅଛନ୍ତି। ବ୍ରିଜେଶ ପଟେଲ ପରିଷଦର ଅଧ୍ୟକ୍ଷ ଅଛନ୍ତି ଏବଂ ଆଗକୁ ସେ ଏହି ପଦ ବଜାୟ ରଖିପାରନ୍ତି।
ଭୁବନେଶ୍ବରରେ ଜନ୍ମଗ୍ରହଣ କରିଥିବା ପ୍ରଜ୍ଞାନ ଓଝା ୨ୟ ଓଡ଼ିଆ ଭାବେ ଆଇପିଏଲ୍ ପରିଚାଳନା ପରିଷଦର ସଦସ୍ୟ ହୋଇଛନ୍ତି। ପୂର୍ବରୁ ଓଡ଼ିଶା ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ରଞ୍ଜୀବ ବିଶ୍ବାଳ ଆଇପିଏଲ୍ ପରିଚାଳନା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରି ସାରିଛନ୍ତି। ୨୦୧୩ରେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟମ୍ୟାଚ୍ ପ୍ରଜ୍ଞାନଙ୍କର ଅନ୍ତିମ ଟେଷ୍ଟମ୍ୟାଚ୍ ଥିଲା। ପ୍ରଜ୍ଞାନ ପ୍ରଥମ ଦିନିକିଆ ମ୍ୟାଚ୍ ୨୦୦୮ ଜୁନ୍ ୨୮ରେ ବାଂଲାଦେଶ ବିପକ୍ଷରେ ଏବଂ ଶେଷ ଦିନିକିଆ ୨୦୨୧ ଜୁଲାଇ ୨୪ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ସେ ପ୍ରଥମ ଟେଷ୍ଟମ୍ୟାଚ୍ ୨୦୦୯ ନଭେମ୍ବର ୨୪ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ପ୍ରଜ୍ଞାନ ୨୦୦୯ ଜୁନ୍ ୬ରେ ବାଂଲାଦେଶ ବିପକ୍ଷରେ ଟି୨୦ ଜୀବନ ଆରମ୍ଭ କରିଥିଲେ।
ପ୍ରଜ୍ଞାନ ୨୪ଟି ଟେଷ୍ଟ ଖେଳି ୧୧୩ଟି, ୧୮ଟି ଦିନିକିଆ ଖେଳି ୨୧ଟି, ୬ଟି ଟ୍ବେଣ୍ଟି୨୦ ଖେଳି ୧୦ଟି ୱିକେଟ୍ ନେଇଥିଲେ। ଘରୋଇ କ୍ରିକେଟ୍ରେ ସେ ୨୦୦୪-୦୫ରୁ ୨୦୧୫-୧୬ ପର୍ୟ୍ୟନ୍ତ ହାଇଦରାବାଦ୍ ପକ୍ଷରୁ, ୨ଟି ସିଜିନ୍ ବଙ୍ଗଳା ଓ ଗୋଟିଏ ସିଜିନ୍ ବିହାର ପାଇଁ ଖେଳିଥିଲେ। ପ୍ରଜ୍ଞାନ ୧୦୮ଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳି ୪୨୪ଟି ୱିକେଟ ନେଇଛନ୍ତି। ଆଇପିଏଲ୍ରେ ପ୍ରଜ୍ଞାନ ୨୦୦୮ରୁ ୨୦୧୧ ପର୍ୟ୍ୟନ୍ତ ଡେକାନ୍ ଚାର୍ଜର୍ସ ଓ ୨୦୧୨ରୁ ୨୦୧୫ ପର୍ୟ୍ୟନ୍ତ ମୁମ୍ବଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ସେ ୯୨ଟି ଆଇପିଏଲ୍ ମ୍ୟାଚ୍ ଖେଳି ୮୯ଟି ୱିକେଟ୍ ହାସଲ କରିଥିଲେ। ଚଳିତବର୍ଷ ଫେବୃଆରୀରେ ପ୍ରଜ୍ଞାନ ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ନେଇଥିଲେ।
Related
News-
ପାକିସ୍ତାନୀ ....
- 17-Aug-2018
- 0 Comments
-
ଏସିଆନ୍ ଗେମ୍....
- 24-Aug-2018
- 0 Comments
-
ଭୁବନେଶ୍ୱରର....
- 25-Sep-2018
- 0 Comments
-
ହକି ବିଶ୍ୱକପ....
- 08-Dec-2018
- 0 Comments
-
ବିମାନ ଟୁକୁଡ଼....
- 04-Feb-2019
- 0 Comments
-
ଆଇପିଏଲ୍ ୧୨:....
- 07-Apr-2019
- 1 Comments
-
ଜେଟଲୀଙ୍କ ନା....
- 27-Aug-2019
- 0 Comments
-
ବାପାଙ୍କ ପାଇ....
- 02-Dec-2020
- 0 Comments
-
୧୧ ବର୍ଷ ପରେ ....
- 03-Dec-2020
- 0 Comments
-
୨୯ ବର୍ଷ ବୟସର....
- 06-Dec-2020
- 0 Comments
-
୨୦୨୩ ପୁରୁଷ ହ....
- 12-Dec-2020
- 0 Comments
-
ଆଇପିଏଲ୍ ପରି....
- 24-Dec-2020
- 0 Comments
-
ମୃତ୍ୟୁଲୋକର....
- 26-Dec-2020
- 0 Comments
-
୫୧ ବର୍ଷରେ ଅନ....
- 06-Jan-2021
- 0 Comments
-
ଭାରତ-ଅଷ୍ଟ୍ର....
- 08-Jan-2021
- 0 Comments
-
ଅନୁଷ୍କା-ବିର....
- 11-Jan-2021
- 0 Comments
-
ଫସିଲେ ପାକ୍ ଟ....
- 15-Jan-2021
- 0 Comments
-
ବଡ଼ ସ୍କୋର ପାଇ....
- 17-Jan-2021
- 0 Comments
-
ଡେଙ୍ଗା ହେବା ....
- 21-Jan-2021
- 0 Comments
-
ଋଷଭ ପନ୍ତ୍ ସ....
- 21-Jan-2021
- 0 Comments
-
ଥାଇ ଓପନ୍: ସି....
- 22-Jan-2021
- 0 Comments
-
ଇଂଲଣ୍ଡ ବୋଲର....
- 29-Jan-2021
- 0 Comments
-
ସୁସ୍ଥ ହେଉଛନ....
- 31-Jan-2021
- 0 Comments
-
ଘରକୁ ଫେରିଲେ ....
- 31-Jan-2021
- 0 Comments
-
ଭାରତ-ଇଂଲଣ୍ଡ ....
- 02-Feb-2021
- 52 Comments
-
ଆଜିଠାରୁ ଭାର....
- 05-Feb-2021
- 0 Comments
-
ମୁମ୍ବାଇ ଟିମ....
- 10-Feb-2021
- 0 Comments
-
ଭାରତ-ଇଂଲଣ୍ଡ ....
- 16-Feb-2021
- 0 Comments
-
୮୧ ରନରେ ଇଂଲଣ....
- 25-Feb-2021
- 0 Comments
-
ଟେଷ୍ଟ କ୍ୟାର....
- 06-Mar-2021
- 0 Comments
-
ଆଇସିସି ଟେଷ୍....
- 07-Mar-2021
- 0 Comments
-
ଶୁକ୍ରବାର: ଭା....
- 12-Mar-2021
- 0 Comments
-
କରୋନା କୋପରେ ....
- 13-Mar-2021
- 0 Comments
-
ଟି-୨୦ ସିରିଜ: ....
- 15-Mar-2021
- 0 Comments
-
ଠିକ ସମୟରେ ଆଇ....
- 04-Apr-2021
- 0 Comments
-
ଆଇପିଏଲ୍: ଶେଷ....
- 10-Apr-2021
- 0 Comments
-
ଆଇପିଏଲ-୧୪: କ....
- 12-Apr-2021
- 0 Comments
-
ହାଇଦ୍ରାବାଦ....
- 15-Apr-2021
- 0 Comments
-
ମୁମ୍ବାଇଠାର....
- 18-Apr-2021
- 0 Comments
-
ରୟାଲ୍ସକୁ ହର....
- 20-Apr-2021
- 0 Comments
-
ଦିଲ୍ଲୀ କ୍ୟା....
- 21-Apr-2021
- 0 Comments
-
କୋଲକାତାକୁ ହ....
- 22-Apr-2021
- 0 Comments
-
ବେଙ୍ଗାଲୁରୁ....
- 01-May-2021
- 0 Comments
-
ଆଇପିଏଲ୍ ରୋକ....
- 04-May-2021
- 0 Comments
-
ଚେନ୍ନାଇ-ରାଜ....
- 04-May-2021
- 0 Comments
-
ଆଇପିଏଲକୁ ୨୦....
- 04-May-2021
- 0 Comments
-
ସୁସ୍ଥ ହେଉଛନ....
- 05-May-2021
- 0 Comments
-
ବିଶ୍ୱ ଚାମ୍ପ....
- 07-May-2021
- 0 Comments
-
ସ୍ୱଦେଶ ପହଂଚ....
- 09-May-2021
- 0 Comments
-
ଟୀକା ନେଲେ ବି....
- 10-May-2021
- 0 Comments
-
ଲଣ୍ଡନ ପହଂଚି....
- 17-May-2021
- 0 Comments
-
ମଲ୍ଲଯୋଦ୍ଧା ....
- 25-May-2021
- 0 Comments
-
ଡବ୍ଲ୍ୟୁଟିସ....
- 15-Jun-2021
- 0 Comments
-
‘ଆଉ ଗୋଟିଏ ମି....
- 19-Jun-2021
- 0 Comments
-
ଭାରତ-ନ୍ୟୁଜି....
- 19-Jun-2021
- 0 Comments
-
ବିରାଟଙ୍କର ୧....
- 20-Jun-2021
- 0 Comments
-
୧୧ରେ ୟୁରୋ ଫା....
- 10-Jul-2021
- 0 Comments
-
ସିନ୍ଧୁଙ୍କୁ ....
- 13-Jul-2021
- 0 Comments
-
ଟି-୨୦ରେ ଭାରତ....
- 16-Jul-2021
- 0 Comments
-
ଟୋକିଓ ଅଲିମ୍....
- 23-Jul-2021
- 0 Comments
-
ଟୋକିଓ ଅଲିମ୍....
- 24-Jul-2021
- 0 Comments
-
ଟୋକିଓ ଅଲିମ୍....
- 27-Jul-2021
- 0 Comments
-
କୃଣାଳ ପାଣ୍ଡ....
- 27-Jul-2021
- 0 Comments
-
ସେମି ଫାଇନାଲ....
- 30-Jul-2021
- 0 Comments
-
ହକିରେ ଭାରତକ....
- 05-Aug-2021
- 0 Comments
-
ଟୋକିଓ ଅଲିମ୍....
- 05-Aug-2021
- 0 Comments
-
ଟୋକିଓ ଅଲିମ୍....
- 09-Aug-2021
- 0 Comments
-
ଭାରତ-ଇଂଲଣ୍ଡ ....
- 15-Aug-2021
- 0 Comments
-
କୋହଲିଙ୍କ ନି....
- 17-Sep-2021
- 0 Comments
-
ମୁଖ୍ୟ ପ୍ରଶି....
- 18-Oct-2021
- 0 Comments
-
୨୦୨୩ କୁ ଗଡ଼ିଲ....
- 06-May-2022
- 0 Comments
-
ଆଇପିଏଲ୍: ଷଷ୍....
- 08-May-2022
- 0 Comments
-
ଜାତୀୟ ବାଳକ ହ....
- 16-May-2022
- 0 Comments
-
ମହିଳା ହକି: ଓ....
- 18-May-2022
- 0 Comments
-
ଖୋର୍ଦ୍ଧାରେ ....
- 19-May-2022
- 0 Comments
-
ଉମରାନଙ୍କ ବୋ....
- 23-May-2022
- 0 Comments
-
୭ ବର୍ଷ ପରେ ଭ....
- 03-Jun-2022
- 0 Comments
-
ଅନ୍ତର୍ଜାତୀ....
- 08-Jun-2022
- 0 Comments
-
ଆଜି ଓଡ଼ିଶାର....
- 10-Jun-2022
- 0 Comments
-
ଆଜି ବାରବାଟୀ....
- 12-Jun-2022
- 0 Comments
-
ବାରବାଟୀରେ ହ....
- 13-Jun-2022
- 0 Comments
-
ତୃତୀୟ ଟି-୨୦: ....
- 15-Jun-2022
- 0 Comments
-
ଆଜି ଭାରତ ଓ ଦ....
- 19-Jun-2022
- 0 Comments
-
ଭାରତ ଓ ଦକ୍ଷି....
- 20-Jun-2022
- 0 Comments
-
ଚେସ୍ ଅଲିମ୍ପ....
- 22-Jun-2022
- 0 Comments
-
ଆଜିଠାରୁ ଭାର....
- 01-Jul-2022
- 5 Comments
-
ଆଜି ଭାରତ-ଇଂଲ....
- 07-Jul-2022
- 3091 Comments
-
ଆଜି ଭାରତ-ଇଂଲ....
- 12-Jul-2022
- 50 Comments
-
ନ୍ୟୁଜିଲାଣ୍....
- 01-Nov-2022
- 4158 Comments
-
ଦୃଷ୍ଟିହୀନ ଟ....
- 18-Dec-2022
- 64 Comments
-
ଆତଙ୍କୀ ହମଲା....
- 05-Feb-2023
- 75 Comments
-
୬ ବର୍ଷ ପରେ ଏ....
- 08-Apr-2023
- 79 Comments
-
ପେଟରେ ଓଦା କନ....
- 24-Apr-2023
- 49 Comments
-
ଆଇପିଏଲ ୨୪ ଖେ....
- 30-May-2023
- 0 Comments
-
ଚର୍ଚ୍ଚିତ ୫ ବ....
- 28-Sep-2023
- 0 Comments
-
ପ୍ରଧାନମନ୍ତ....
- 21-Dec-2023
- 0 Comments
-
ପ୍ରଧାନମନ୍ତ....
- 21-Dec-2023
- 0 Comments