୫୧ ବର୍ଷରେ ଅନ୍ତର୍ଜାତୀୟ ଦିନିକିଆ
- 06-Jan-2021
- 0 Comments
ମନେପକାନ୍ତୁ ୧୯୭୧ ଜାନୁଆରୀ ୫ ତାରିଖ । ଠିକ୍ ୫୦ ବର୍ଷ ତଳେ ସର୍ବପ୍ରଥମ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ ଖେଳା ଯାଇଥିଲା। ଇଂଲଣ୍ଡ ଦଳ ୬ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାକୁ ଅଷ୍ଟ୍ରେଲିଆ ଆସିଥିଲା। ମେଲ୍ବୋର୍ଣ୍ଣରେ ୩ୟ ଟେଷ୍ଟମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଥିଲା। ଆର୍ଥିକ କ୍ଷତିର ଭରଣା କରିବା ଲାଗି ଏକ ୪୦ ଓଭର ବିଶିଷ୍ଟ ମ୍ୟାଚ୍ର ଯୋଜନା କରା ଯାଇଥିଲା। ପ୍ରତି ଓଭରରେ ୮ଟି ବଲ୍ ପକା ଯାଇଥିଲା। ପ୍ରଥମେ ଏହା ଏକ ପ୍ରଦର୍ଶନୀ ମ୍ୟାଚ୍ ଭାବେ ଖେଳା ଯାଇଥିଲେ ହେଁ ପରେ ଏହାକୁ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ୍ର ମାନ୍ୟତା ମିଳିଥିଲା। ୪୫ ହଜାର ଦର୍ଶକ ଏମ୍ସିଜିରେ ଏହାକୁ ଦେଖିଥିଲେ।
ମ୍ୟାଚ୍କୁ ଅଷ୍ଟ୍ରେଲିଆ ୫ ୱିକେଟରେ ଜିତି ନେଇଥିଲା। ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡିଂ ନେବା ପରେ ୩୯.୨ ଓଭରରେ ଇଂଲଣ୍ଡ ୧୯୦ ରନ୍କରି ଅଲ୍ଆଉଟ ହୋଇ ଯାଇଥିଲା। ଓପ୍ନର ଜନ୍ ଏଡ୍ରିଚ୍ ୧୧୯ ବଲ୍ରୁ ୪ଟି ଚୌକା ସହ ୮୨ ରନ୍ କରିଥିଲେ। କିଥ୍ ଫ୍ଲେଚର ୨୪ ଓ ବାସିଲ୍ ଡି’ଅଲିଭିରା ୧୭ ରନ୍ କରିଥିଲେ। ଆସ୍ଲେ ମାଲେଟ୍ ଓ କିଥ୍ ଷ୍ଟାକ୍ପୋଲ ୩ଟି ଲେଖାଏଁ ଏବଂ ଗ୍ରାହାମ୍ ମ୍ୟାକେଞ୍ଜି ୨ଟି ୱିକେଟ ନେଇଥିଲେ। ଅଷ୍ଟ୍ରେଲିଆ ୩୫ ଓଭରରେ ୫ ୱିକେଟ ହରାଇ ବିଜୟୀ ହୋଇଥିଲା। ଇଆନ୍ ଚାପେଲ ୬୦, ଡଗ୍ ୱାଲ୍ଟର୍ସ ୪୧, ବିଲ୍ ଲରି ୨୭ ଓ ଗ୍ରେଗ୍ ଚାପେଲ ଅପରାଜିତ ୨୨ ରନ୍ କରିଥିଲେ। ରେ’ ଇଲିଙ୍ଗ୍ୱର୍ଥ ୩ଟି ୱିକେଟ ପାଇଥିଲେ। ଜନ୍ ଏଡ୍ରିଚ୍ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Related
News-
ପାକିସ୍ତାନୀ ....
- 17-Aug-2018
- 0 Comments
-
ଏସିଆନ୍ ଗେମ୍....
- 24-Aug-2018
- 0 Comments
-
ଭୁବନେଶ୍ୱରର....
- 25-Sep-2018
- 0 Comments
-
ହକି ବିଶ୍ୱକପ....
- 08-Dec-2018
- 0 Comments
-
ବିମାନ ଟୁକୁଡ଼....
- 04-Feb-2019
- 0 Comments
-
ଆଇପିଏଲ୍ ୧୨:....
- 07-Apr-2019
- 1 Comments
-
ଜେଟଲୀଙ୍କ ନା....
- 27-Aug-2019
- 0 Comments
-
ବାପାଙ୍କ ପାଇ....
- 02-Dec-2020
- 0 Comments
-
୧୧ ବର୍ଷ ପରେ ....
- 03-Dec-2020
- 0 Comments
-
୨୯ ବର୍ଷ ବୟସର....
- 06-Dec-2020
- 0 Comments
-
୨୦୨୩ ପୁରୁଷ ହ....
- 12-Dec-2020
- 0 Comments
-
ଆଇପିଏଲ୍ ପରି....
- 24-Dec-2020
- 0 Comments
-
ମୃତ୍ୟୁଲୋକର....
- 26-Dec-2020
- 0 Comments
-
୫୧ ବର୍ଷରେ ଅନ....
- 06-Jan-2021
- 0 Comments
-
ଭାରତ-ଅଷ୍ଟ୍ର....
- 08-Jan-2021
- 0 Comments
-
ଅନୁଷ୍କା-ବିର....
- 11-Jan-2021
- 0 Comments
-
ଫସିଲେ ପାକ୍ ଟ....
- 15-Jan-2021
- 0 Comments
-
ବଡ଼ ସ୍କୋର ପାଇ....
- 17-Jan-2021
- 0 Comments
-
ଡେଙ୍ଗା ହେବା ....
- 21-Jan-2021
- 0 Comments
-
ଋଷଭ ପନ୍ତ୍ ସ....
- 21-Jan-2021
- 0 Comments
-
ଥାଇ ଓପନ୍: ସି....
- 22-Jan-2021
- 0 Comments
-
ଇଂଲଣ୍ଡ ବୋଲର....
- 29-Jan-2021
- 0 Comments
-
ସୁସ୍ଥ ହେଉଛନ....
- 31-Jan-2021
- 0 Comments
-
ଘରକୁ ଫେରିଲେ ....
- 31-Jan-2021
- 0 Comments
-
ଭାରତ-ଇଂଲଣ୍ଡ ....
- 02-Feb-2021
- 52 Comments
-
ଆଜିଠାରୁ ଭାର....
- 05-Feb-2021
- 0 Comments
-
ମୁମ୍ବାଇ ଟିମ....
- 10-Feb-2021
- 0 Comments
-
ଭାରତ-ଇଂଲଣ୍ଡ ....
- 16-Feb-2021
- 0 Comments
-
୮୧ ରନରେ ଇଂଲଣ....
- 25-Feb-2021
- 0 Comments
-
ଟେଷ୍ଟ କ୍ୟାର....
- 06-Mar-2021
- 0 Comments
-
ଆଇସିସି ଟେଷ୍....
- 07-Mar-2021
- 0 Comments
-
ଶୁକ୍ରବାର: ଭା....
- 12-Mar-2021
- 0 Comments
-
କରୋନା କୋପରେ ....
- 13-Mar-2021
- 0 Comments
-
ଟି-୨୦ ସିରିଜ: ....
- 15-Mar-2021
- 0 Comments
-
ଠିକ ସମୟରେ ଆଇ....
- 04-Apr-2021
- 0 Comments
-
ଆଇପିଏଲ୍: ଶେଷ....
- 10-Apr-2021
- 0 Comments
-
ଆଇପିଏଲ-୧୪: କ....
- 12-Apr-2021
- 0 Comments
-
ହାଇଦ୍ରାବାଦ....
- 15-Apr-2021
- 0 Comments
-
ମୁମ୍ବାଇଠାର....
- 18-Apr-2021
- 0 Comments
-
ରୟାଲ୍ସକୁ ହର....
- 20-Apr-2021
- 0 Comments
-
ଦିଲ୍ଲୀ କ୍ୟା....
- 21-Apr-2021
- 0 Comments
-
କୋଲକାତାକୁ ହ....
- 22-Apr-2021
- 0 Comments
-
ବେଙ୍ଗାଲୁରୁ....
- 01-May-2021
- 0 Comments
-
ଆଇପିଏଲ୍ ରୋକ....
- 04-May-2021
- 0 Comments
-
ଚେନ୍ନାଇ-ରାଜ....
- 04-May-2021
- 0 Comments
-
ଆଇପିଏଲକୁ ୨୦....
- 04-May-2021
- 0 Comments
-
ସୁସ୍ଥ ହେଉଛନ....
- 05-May-2021
- 0 Comments
-
ବିଶ୍ୱ ଚାମ୍ପ....
- 07-May-2021
- 0 Comments
-
ସ୍ୱଦେଶ ପହଂଚ....
- 09-May-2021
- 0 Comments
-
ଟୀକା ନେଲେ ବି....
- 10-May-2021
- 0 Comments
-
ଲଣ୍ଡନ ପହଂଚି....
- 17-May-2021
- 0 Comments
-
ମଲ୍ଲଯୋଦ୍ଧା ....
- 25-May-2021
- 0 Comments
-
ଡବ୍ଲ୍ୟୁଟିସ....
- 15-Jun-2021
- 0 Comments
-
‘ଆଉ ଗୋଟିଏ ମି....
- 19-Jun-2021
- 0 Comments
-
ଭାରତ-ନ୍ୟୁଜି....
- 19-Jun-2021
- 0 Comments
-
ବିରାଟଙ୍କର ୧....
- 20-Jun-2021
- 0 Comments
-
୧୧ରେ ୟୁରୋ ଫା....
- 10-Jul-2021
- 0 Comments
-
ସିନ୍ଧୁଙ୍କୁ ....
- 13-Jul-2021
- 0 Comments
-
ଟି-୨୦ରେ ଭାରତ....
- 16-Jul-2021
- 0 Comments
-
ଟୋକିଓ ଅଲିମ୍....
- 23-Jul-2021
- 0 Comments
-
ଟୋକିଓ ଅଲିମ୍....
- 24-Jul-2021
- 0 Comments
-
ଟୋକିଓ ଅଲିମ୍....
- 27-Jul-2021
- 0 Comments
-
କୃଣାଳ ପାଣ୍ଡ....
- 27-Jul-2021
- 0 Comments
-
ସେମି ଫାଇନାଲ....
- 30-Jul-2021
- 0 Comments
-
ହକିରେ ଭାରତକ....
- 05-Aug-2021
- 0 Comments
-
ଟୋକିଓ ଅଲିମ୍....
- 05-Aug-2021
- 0 Comments
-
ଟୋକିଓ ଅଲିମ୍....
- 09-Aug-2021
- 0 Comments
-
ଭାରତ-ଇଂଲଣ୍ଡ ....
- 15-Aug-2021
- 0 Comments
-
କୋହଲିଙ୍କ ନି....
- 17-Sep-2021
- 0 Comments
-
ମୁଖ୍ୟ ପ୍ରଶି....
- 18-Oct-2021
- 0 Comments
-
୨୦୨୩ କୁ ଗଡ଼ିଲ....
- 06-May-2022
- 0 Comments
-
ଆଇପିଏଲ୍: ଷଷ୍....
- 08-May-2022
- 0 Comments
-
ଜାତୀୟ ବାଳକ ହ....
- 16-May-2022
- 0 Comments
-
ମହିଳା ହକି: ଓ....
- 18-May-2022
- 0 Comments
-
ଖୋର୍ଦ୍ଧାରେ ....
- 19-May-2022
- 0 Comments
-
ଉମରାନଙ୍କ ବୋ....
- 23-May-2022
- 0 Comments
-
୭ ବର୍ଷ ପରେ ଭ....
- 03-Jun-2022
- 0 Comments
-
ଅନ୍ତର୍ଜାତୀ....
- 08-Jun-2022
- 0 Comments
-
ଆଜି ଓଡ଼ିଶାର....
- 10-Jun-2022
- 0 Comments
-
ଆଜି ବାରବାଟୀ....
- 12-Jun-2022
- 0 Comments
-
ବାରବାଟୀରେ ହ....
- 13-Jun-2022
- 0 Comments
-
ତୃତୀୟ ଟି-୨୦: ....
- 15-Jun-2022
- 0 Comments
-
ଆଜି ଭାରତ ଓ ଦ....
- 19-Jun-2022
- 0 Comments
-
ଭାରତ ଓ ଦକ୍ଷି....
- 20-Jun-2022
- 0 Comments
-
ଚେସ୍ ଅଲିମ୍ପ....
- 22-Jun-2022
- 0 Comments
-
ଆଜିଠାରୁ ଭାର....
- 01-Jul-2022
- 5 Comments
-
ଆଜି ଭାରତ-ଇଂଲ....
- 07-Jul-2022
- 3098 Comments
-
ଆଜି ଭାରତ-ଇଂଲ....
- 12-Jul-2022
- 50 Comments
-
ନ୍ୟୁଜିଲାଣ୍....
- 01-Nov-2022
- 4172 Comments
-
ଦୃଷ୍ଟିହୀନ ଟ....
- 18-Dec-2022
- 64 Comments
-
ଆତଙ୍କୀ ହମଲା....
- 05-Feb-2023
- 75 Comments
-
୬ ବର୍ଷ ପରେ ଏ....
- 08-Apr-2023
- 79 Comments
-
ପେଟରେ ଓଦା କନ....
- 24-Apr-2023
- 49 Comments
-
ଆଇପିଏଲ ୨୪ ଖେ....
- 30-May-2023
- 0 Comments
-
ଚର୍ଚ୍ଚିତ ୫ ବ....
- 28-Sep-2023
- 0 Comments
-
ପ୍ରଧାନମନ୍ତ....
- 21-Dec-2023
- 0 Comments
-
ପ୍ରଧାନମନ୍ତ....
- 21-Dec-2023
- 0 Comments