ରାସ୍ତା ଉପରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

  • 19-Dec-2020
  • 0 Comments


ରାଉରକେଲା ବନ୍ଧମୁଣ୍ଡା ଥାନା ନିକଟ ରାସ୍ତା ଉପରୁ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଥିବା ନେଇ ଶନିବାର ଜଣାପଡ଼ିଛି। ଯୁବକଙ୍କ ପରିଚୟ ମିଳିପାରି ନାହିଁ। ମୃତଦେହ ନିକଟରେ ରକ୍ତଭିଜା ଏକ ପଥର ପଡିଥିବାରୁ ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଛି ବୋଲି ନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

Related

News