ହତ୍ୟାର ଶିକାର କଙ୍ଗୋସ୍ଥିତ ଇଟାଲୀ ରାଷ୍ଟ୍ରଦୂତ

  • 23-Feb-2021
  • 0 Comments


କଙ୍ଗୋରେ ଅବସ୍ଥାପିତ ଇଟାଲୀ ରାଜଦୂତଙ୍କୁ ହତ୍ୟା କରାଯାଇଛି । ଇଟାଲୀ ରାଷ୍ଟ୍ରଦୂତ ଲୁକା ଅତାନାସିଓ ଏକ କାରକେଡରେ ଯାଉଥିବା ସମୟରେ ଗୁଳିମାଡ଼ ଖାଇ ମୃତୁ୍ୟବରଣ କରିଛନ୍ତି । ଇଟାଲୀ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରଦୂତ ଲୁକା ଅତାନାସିୟୋ ଏବଂ ଜଣେ ସେନା ଅଧିକାରୀଙ୍କୁ ଗୋମାରେ ହତ୍ୟା କରାଯାଇଛି। ସେ କଙ୍ଗୋରେ ମିଳିତ ଜାତିସଂଘ ସ୍ଥିରୀକରଣ ମିଶନର କାରକେଡ୍‌ରେ ଯାତ୍ରା କରୁଥିଲେ। କିଛି ଅଜ୍ଞାତ ବନ୍ଧୁକଧାରୀ ଗୁଳିମାଡ଼ କରିଥିଲେ। ଫଳରେ ଲୁକା ଏବଂ ତାଙ୍କ ଅଙ୍ଗରକ୍ଷୀ ଥିବା ଜଣେ ସେନା ଅଧିକାରୀଙ୍କ ଶରୀରରେ ଗୁଳି ବାଜିଥିଲା।

Related

News