ଦୁଇବର୍ଷର ଶିଶୁକୁ ଆଜୀବନ ଜେଲଦଣ୍ଡ

  • 27-May-2023
  • 2 Comments


  golden goose francy

I would like to show my love for your kind-heartedness in support of men who must have help with the content. Your real commitment to passing the message all around came to be exceedingly significant and has surely helped most people just like me to reach their objectives. Your amazing valuable tutorial signifies a great deal a person like me and extremely more to my fellow workers. Thanks a ton; from everyone of us. [url=http://www.ggdb.us.com/francy-c-149_150_153/]golden goose francy[/url]

  golden goose stardan

I together with my buddies were viewing the excellent guidelines located on the website then all of a sudden I had an awful feeling I never expressed respect to the website owner for those tips. Most of the women had been totally stimulated to read through them and now have truly been using these things. Thanks for simply being simply considerate and also for getting this form of incredibly good tips most people are really needing to know about. My sincere apologies for not saying thanks to you

ମାତ୍ର ଦୁଇବର୍ଷର ଅବୋଧ ଶିଶୁଟିଏ । ସରକାର ତାକୁ ଆଜୀବନ କାରାଦଣ୍ଡିରେ ଦଣ୍ଡିତ କରିଛନ୍ତି । ଏପରି ଅଜବ ବିଚାର ଭାରତରେ ନୁହେଁ ସୁଦୂର ଉତର କୋରିଆରେ କରାଯାଇଛି ବୋଲି ଆମେରିକା କହିଛି । ପିଲାଟିର ଦୋଷ ଏତିକି ଯେ ତା’ ପରିବାର ଆପଣା ଧର୍ମ ପାଳନ କରିବାକୁ ଯାଇ ଘରେ ପବିତ୍ର ପୁସ୍ତକ ବାଇବେଲ ରଖିଥିଲେ । ସରକାର ସାରା ପରିବାରକୁ ଜେଲରେ ପୁରାଇ ଦେଇଛନ୍ତି, ସେମାନଙ୍କ ସହିତ ଜେଲ ଜୀବନ ବିତାଉଛି ଦୁଇବର୍ଷର ଶିଶୁ । 

ଉତର କୋରିଆରେ ପ୍ରତ୍ୟେକ ଖ୍ରୀଷ୍ଟିଆନ ପରିବାରକୁ କିଛି ନାକିଛି ଦଣ୍ଡ ଭୋଗିବାକୁ ପଡୁଛି । ଧାର୍ମିକ ପୁସ୍ତକ ବାଇବେଲ ରଖିବା ଅଭିଯୋଗରେ ଶତାଧିକ ପରିବାରକୁ ବିଭତ୍ସ ଭାବେ ମାରି ଦିଆଯାଉଛି । ଆମେରିକାର ଗୃହ ମନ୍ତ୍ରଣାଳୟ ପ୍ରସ୍ତୁତ ନାଗରିକଙ୍କ ଧାର୍ମିକ ସ୍ୱାଧୀନତା ଆଧାରିତ ରିପୋର୍ଟରେ ଦର୍ଶାଇଛି । ରିପୋର୍ଟ ମୁତାବକ କେବଳ ୨୦୦୯ରେ ଘରେ ବାଇବେଲ ରଖିଥିବା ଅଭିଯୋଗରେ ଉତର କୋରିଆର ୭୦ ହଜାରରୁ ଅଧିକ ଖ୍ରୀଷ୍ଟିଆନ ଲୋକଙ୍କୁ ଜେଲରେ ରଖାଯାଇଛି ।

ଆମେରିକାର ଏକ ସ୍ୱେଚ୍ଛାସେବୀ ସଂଗଠନ ‘କୋରିଆ ଭବିଷ୍ୟତ’ରୁ ପ୍ରାପ୍ତ ସୂଚନାକୁ ଭିତି କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟ ତିଆରି କରିଥିଲା । ଉତର କୋରିଆରେ ଖ୍ରୀଷ୍ଟିଆନ ଧର୍ମାବଲମ୍ବୀଙ୍କ ପ୍ରତି ଅକଥନୀୟ ଅତ୍ୟାଚାର କରାଯାଉଛି । ଖ୍ରୀଷ୍ଟିଆନ ଲୋକଙ୍କୁ ଉଚ୍ଚଶିକ୍ଷାରୁ ବଂଚିତ କରାଯାଉଛି । 

ଶ୍ରମିକ ଭାବେ ଖଟିବାକୁ ବାଧ୍ୟ କରାଯାଉଛି । ମହିଳାଙ୍କୁ ଯୌନଶୋଷଣ କରାଯାଉଛି । ୨୦୨୧ରେ ୧୫୧ ଜଣ ମହିଳାଙ୍କୁ ପଚରା ଯାଇଥିବା ଜବାବରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଖ୍ରୀଷ୍ଟିଆନ ମିଶନାରୀକୁ ରକ୍ତପିପାସୁ, ହତ୍ୟାକାରୀ, ବଳାକ୍ରାରୀ ଭାବେ ଅପପ୍ରଚାର ଚାଲିଛି । ଉତର କୋରିଆରେ ଖ୍ରୀଷ୍ଟିଆନ ଧର୍ମକୁ ବିଶ୍ୱର ସବୁଠାରୁ ନୀଚସ୍ତରର ଧର୍ମ ଭାବେ ସରକାରୀ ସ୍ତରରେ ଅପପ୍ରଚାର ଚାଲିଛି । 

Related

News