ବାଘ ଗଣୁ ଗଣୁ ହାତୀ ହାବୁଡ଼ରେ କର୍ମଚାରୀ 

  • 10-Jun-2022
  • 0 Comments


ମୟୁରଭଞ୍ଜ : ଶିମିଳିପାଳ ଅଭୟାରଣ୍ୟରେ ଜଣେ ସୁରକ୍ଷାକର୍ମୀଙ୍କୁ ହାତୀ ଆକ୍ରମଣ କରିଥିବା ଜଣାପଡ଼ିଛି । ଚହଲାରେ ବାଘ ଗଣନା ବେଳେ ଜଣେ ବନ ସୁରକ୍ଷାକର୍ମୀ ହାତୀ ହାବୁଡ଼ରେ ପଡି ଗୁରୁତର ଆହତ ହୋଇଛନ୍ତି । ସମ୍ପୃକ୍ତ ବନ କର୍ମଚାରୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପ୍ରାପ୍ତ ସୂଚନା ମୁତାବକ ଗୁରୁବାର ସକାଳେ ବନ ସୁରକ୍ଷାକର୍ମୀ ଜଣକ ବାଘ ଗଣନା କରିବାକୁ ଚହଲାକୁ ଯାଇଥିଲେ । 

Related

News