‘ଓଡ଼ିଶା ସରକାର’ ଓ ‘ମୋ ସରକାର’ ଭିତରୁ କିଏ ଲୋକପ୍ରିୟ

  • 06-Sep-2023
  • 5 Comments


  off-white

very nice publish, i definitely love this web site, keep on it off-white

  jordan outlet

Good post. I study one thing more challenging on different blogs everyday. It will at all times be stimulating to learn content from other writers and practice slightly something from their store. I抎 want to use some with the content on my blog whether you don抰 mind. Natually I抣l provide you with a link in your internet blog. Thanks for sharing. jordan outlet

  ggdb shoes

I and also my friends ended up reading through the best items found on your web blog and then all of a sudden came up with a terrible suspicion I never expressed respect to you for those tips. My men happened to be passionate to see them and have in effect simply been using them. Appreciation for truly being simply helpful and then for choosing such ideal things millions of individuals are really eager to discover. My very own honest apologies for not expressing gratitude to earlier.

  off white hoodie outlet

This web page is known as a stroll-by way of for the entire info you needed about this and didn抰 know who to ask. Glimpse right here, and also you抣l definitely discover it. [url=http://www.off-whiteoutlet.us.com]off white hoodie outlet[/url]

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡିଶାକୁ ଶାସନ କରୁଛନ୍ତି । ଶାସନ ପରିଚାଳନା ପାଇଁ ବିଧାନସଭାର ସଂଖ୍ୟାଗରିଷ୍ଠତା ଲାଭ କରିଥିବା ଦଳର ନେତାଙ୍କୁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶା ସରକାରଙ୍କୁ ପ୍ରତିନିଧିତ୍ୱ କରିବା କଥା । ମାତ୍ର ‘ମୋ ସରକାର’କୁ ପ୍ରାଥମିକତା ଦେଉଥିବା ଯିକେ ଅଡୁଆ ଲାଗୁଛି । ରାଜ୍ୟରେ ଦୁଇଟି ସରକାର ଚାଲୁଥିବାରୁ ଲୋକମାନେ ଟିକେ ଅଡୁଆ ଅନୁଭବ କରୁଛନ୍ତି । 

କାହାର ଶାସନ ଚାଲିଛି? ରାଜ୍ୟପାଳଙ୍କର ନା ମୁଖ୍ୟମନ୍ତ୍ରୀଙ୍କର । ଓଡ଼ିଶା ସରକାରକୁ ରାଜ୍ୟପାଳ ପ୍ରତିନିଧିତ୍ୱ କରୁଥିବା ବେଳେ ମୋ ସରକାରକୁ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଛନ୍ତି । ସବୁ ସରକାରୀ ବିଦ୍ୟାଳୟ ଓ କଲେଜଗୁଡ଼ିକ ରାଜ୍ୟ ସରକାରଙ୍କ ଅଧିନରେ ଥିଲାବେଳେ ‘ମୋ ସରକାର’ ଅଧିନରେ କୋଉ ବିଦ୍ୟାଳୟ ଓ କଲେଜଗୁଡ଼ିିକ ରହିଛି, ତା’ର ଏକ ସ୍ପଷ୍ଟ ତାଲିବା ପ୍ରକାଶ ପାଇବା ଦରକାର । କାରଣ ଆଜିକାଲି ଫାଇଭ-ଟି ଅଧିନକୁ ଚାଲି ଯାଉଥିବା ବିଦ୍ୟାଳୟଗୁଡ଼ିକ ଉପରେ ରାଜ୍ୟ ଅର୍ଥ ବିଭାଗ ଅଧିକ ମେହେରବାନ୍ କରୁଛନ୍ତି ।

ଓଡ଼ିଶାର ଭୋଟରମାନେ ନିର୍ବାଚନ ପଦ୍ଧତିରେ ଭୋଟ ଦେଇ ବିଜେଡି ମୁଖିଆଙ୍କୁ କ୍ଷମତାସୀନ କଲେ । ମୁଖିଆ ମହୋଦୟ ଆପଣା ପତିଆରା ଦେଖାଇବା ପାଇଁ ମୋ ସରକାର’ ଓ ଫାଇଭ-ଟି ଘୋଷଣା କଲେ ।
ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ଓଡ଼ିଶା ସରକାର ଓ ମୋ ସରକାର ଭିତରେ ଫରକ କ’ଣ? ଓଡ଼ିଶା ସରକାର ଓ ‘ମୋ ସରକାର’ ଭିିତରୁ କାହାର ଦମ୍ କେତେ? ନବୀନ ପଟ୍ଟନାୟକ ଓଡ଼ିଶା ରାଜକୋଷରୁ ଦରମା ପାଉଛନ୍ତି । ‘ମୋ ସରକାର’କୁ ପରିଚାଳନା କରୁଛନ୍ତି? ‘ମୋ ସରକାର’ର ମୁଖ୍ୟ ଶାସନ ସଚିବ କିଏ? ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ କିଏ? ଗାଁ ଗହଳିର ଅଧାପାଠୁଆ ଭୋଟରମାନେ ଭିକେ ପାଣ୍ଡିଆନକୁ ମୁଖ୍ୟ ଶାସନ ସଚିବଙ୍କଠାରୁ ଅଧିକ କ୍ଷମତାଶାଳୀ ବୋଲି ଭାବୁଛନ୍ତି ।  

ରାଜ୍ୟରେ ଚହଳ ପକାଇଥିବା ‘ଫାଇଭ୍-ଟି’ ରାଜ୍ୟ ବିଧାନସଭାର ଅନୁମୋଦନ ଲାଭ କରିଛି? ‘ଫାଇଭ-ଟି’ ଅଧିନକୁ କେତୋଟି ବିଭାଗ ଓ ଓଡ଼ିଶା ସରକାରଙ୍କ ଅଧିନରେ ଥିବା ବିଭାଗଗୁଡ଼ିକ ମଧ୍ୟରେ ତଫାତ୍ କ’ଣ? ସେ ସଂପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ ବକ୍ତବ୍ୟ ରଖିବା ଦରକାର ବୋଲି ଓଡ଼ିଶା ପଛୁଆ ବର୍ଗ ପକ୍ଷରୁ କୁହାଯାଇଛି ।

Related

News